ଆଞ୍ଚଳିକ ବିଜେଡିର 25ତମ ପ୍ରତିଷ୍ଠା ଦିବସ ମଧ୍ୟ ଭୁବନେଶ୍ବରରେ ହେଲା ପାଳନ ଭୁବନେଶ୍ବର: ଆଜି ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନେତୃତ୍ୱରେ ୟୁନିଟ…