ଆଞ୍ଚଳିକ ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମନ୍ମଥ କୁମାର ସିଂଙ୍କ ନେତୃତ୍ୱରେ ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ, ବଡ଼କୁଳ, ଅଠରବାଟିଆ ପଞ୍ଚୟତ ସମେତ…