ଜାତୀୟ ଖବର ଜଗନ୍ନାଥ ଦର୍ଶନ କଲେ ମମତା ବାନାର୍ଜୀ, ବ୍ରାହ୍ମଣଙ୍କୁ ଦେଲେ ଭୋଜନ ଦକ୍ଷିଣା ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମନ୍ଦିର ନିକଟରେ ପହଞ୍ଚିବା ପରେ ସିଂହଦ୍ବାରରେ ତାଙ୍କୁ ସେବାୟତ ତଥା…