ଆଜିର ଖବର ମହାଦେବ ବେଟିଂ ଆପ୍ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ର ନେଟୱର୍କକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ଦେଶବ୍ୟାପୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…