ଆଜିର ଖବର ବାଲିଯାତ୍ରାରେ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହ କଟକ: ବାଲିଯାତ୍ରାର ବଢ଼ୁଛି ଭିଡ଼। ମଙ୍ଗଳବାର ସପ୍ତମ ସଂଧ୍ୟାରେ ହଠାତ୍ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ…