ଆଜିର ଖବର ‘ସାଇଲେଣ୍ଟ କିଲର’ର ରୂପ ନେଉଛି କରୋନା: ମୁମ୍ବାଇରେ ୯୧ ହଜାରରୁ ୭୪ ହଜାରଙ୍କ ମଧ୍ୟରେ ନାହିଁ ଲକ୍ଷଣ ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେଲା ଲଗାତାର ୩୦ ହଜାରାରୁ ଉର୍ଦ୍ଧ୍ଵ କରୋନା ମାମଲା ଦେଖିବାକୁ ମିଳୁଛି। ମହାରଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ବୋଲି…