ଆଜିର ଖବର ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଛୋଟ ଅଦଳବଦଳ: ମହିଳା ଅଧିକାରୀ ଶୂନ୍ୟ ହେଲା ବାଣପୁର ଥାନା ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ଛୋଟ ଅଦଳବଦଳ ହୋଇଛି। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ ହୋଇଛି। ଏ…