ଆଜିର ଖବର ନୂତନ ସଂସଦ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା: କୁସ୍ତିଯୋଦ୍ଧାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ: ଜନ୍ତର ମନ୍ତରକୁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଭାବେ ଖାଲି କରିଛି। କୁସ୍ତିଯୋଦ୍ଧାମାନଙ୍କ ବ୍ୟତୀତ ସମସ୍ତ ବିକ୍ଷୋଭକାରୀଙ୍କୁ ଜନ୍ତର ମନ୍ତରରୁ ହଟାଇ ଦିଆଯାଇଛି। କୁସ୍ତିଯୋଦ୍ଧାମାନଙ୍କ ତମ୍ବୁ ଏବଂ…