ଆଜିର ଖବର ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ ଚିଲିକା: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦାମିଆ…