ଜାତୀୟ ଖବର ମାଉଣ୍ଟ୍ କିଲିମଞ୍ଜାରୋ ବିଜୟ ; ୨୪ ଘଣ୍ଟାରୁ କମ୍ ସମୟରେ ରେକର୍ଡ କଲେ କବିତା ଚନ୍ଦ ନୂଆଦିଲ୍ଲୀ: ପର୍ବତାରୋହଣ କ୍ଷେତ୍ରରେ ଭାରତ ପାଇଁ ଏକ ଗର୍ବର ବିଷୟ ସାମ୍ନାକୁ ଆସିଛି। ଭାରତୀୟ ପର୍ବତାରୋହୀ କବିତା ଚନ୍ଦ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ କିଲିମଞ୍ଜାରୋକୁ ମାତ୍ର…