ଆଞ୍ଚଳିକ ନାଚୁଣୀ ବାଇପାସରୁ ଜବତ ହେଲା ତିନୋଟି ବେଆଇନ ମାଙ୍କଡ଼ାପଥର ବୋଝେଇ ଟ୍ରକ ସୀତାରାମ ଅଗ୍ରୱାଲ ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି।…