ଅପରାଧ ମାଙ୍ଗାନିଜ ପଥର ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଅଂଚଳରେ ଭରପୁର ରହିଛି ଜଙ୍ଗଲଜାତ ଦ୍ରବ୍ୟ। ବହୁ ସମୟରେ ଏହି ଜଙ୍ଗଲରୁ ବାହାର ରାଜ୍ୟର ଚୋରା ବେପାରିମାନେ ରତ୍ନ ପଥର ,କୋଇଲା…