ଜୀବନ ଶୈଳୀ ଏହି କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ, ମିଳିବନି ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନୂଆଦିଲ୍ଲୀ: ଯେତେବେଳେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳେ, ସେତେବେଳେ ବ୍ୟକ୍ତି ଧନ ପ୍ରାପ୍ତ ହୁଏ। ଧନ ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଯୋଗୁଁ ମାନ ସମ୍ମାନ ମିଳିଥାଏ।…