ଆଜିର ଖବର ଭୋଟ ସରିଲା: ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ, ଜିତିଲେ ହେବ ଉପ-ନିର୍ବାଚନ ଚେନ୍ନାଇ: ତାମିଲନାଡୁ ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ହୋଇଯାଇଛି। ସେ ଶ୍ରୀବିଲ୍ଲିପୁଥୁର ଆସନରୁ ନିର୍ବାଚନ ଲଢୁଥିଲେ। ଅସୁସ୍ଥତା କାରଣରୁ ତାଙ୍କର…