ମାରୁତି ୱାକର୍ସ କ୍ଲବ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମାରୁତି ୱାକର୍ସ କ୍ଲବର ସାଧାରଣ ପରିଷଦ ବୈଠକ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୬-୨୭ ବର୍ଷର ନୂତନ କର୍ମକର୍ତ୍ତା…