Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା
ଆଞ୍ଚଳିକ

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା
ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମାରୁତି ୱାକର୍ସ କ୍ଲବର ସାଧାରଣ ପରିଷଦ ବୈଠକ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୬-୨୭ ବର୍ଷର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।

ସଭାପତି ଭାବେ କେ.କିରଣ କୁମାର ଦୋରା, ଉପସଭାପତି ଭାବେ ପ୍ରଦୀପ କୁମାର ଦାସ, ସମ୍ପାଦକ ଭାବେ ପ୍ରମୋଦ କୁମାର ସେଠି, ଯୁଗ୍ମ ସମ୍ପାଦକ ଭାବେ ସି. ଏଚ କୃଷ୍ଣ ରାଓ ପୃଷ୍ଟି, କୋଷାଧ୍ୟକ୍ଷ ଭାବେ ସୁଦାମ କୁମାର ନାୟକ, ଜୋଲି ୱାକର ଭାବେ ଟି. ଜବାହାରଲାଲ ନେହେରୁ, ଯୋଗ ସଂଯୋଜକ ଭାବେ ଯୋଗ ଗୁରୁ ସନ୍ତୋଷ କୁମାର ପାଢ଼ୀ, ଗ୍ରୀଟିଙ୍ଗ କମିଟି ଅଧ୍ୟକ୍ଷ ଭାବେ ପି. ଗୋବିନ୍ଦ ନାରାୟଣ ପାତ୍ର, ପ୍ରୋଜେକଟ କୋଡିନେଟର ଭାବେ ଟି. ଚନ୍ଦନ ଲାଲ ସୁବୁଧି, ଉପଦେଷ୍ଠା ଭାବେ ଡ଼ ଶଙ୍କର ମାଝୀ, ସଞ୍ଜୟ ସାହୁ, ଏ କେଶବ ରେଡି ଓ ନିର୍ଦ୍ଧେଶକ ଭାବେ ମହେନ୍ଦ୍ର ପଟ୍ଟନାୟକ, ଜନାର୍ଦ୍ଦନ ସୁବୁଧି, ଭାବଗ୍ରାହୀ ପାଳ, କେଦାର ଚନ୍ଦ୍ର ବେହେରା, ଅଶୋକ ପାତ୍ର, ଜ୍ୟୋତିନ୍ଦ୍ର ପ୍ରସାଦ ସାହୁ, ଟି. ବଦ୍ରିନାରାୟଣ ସୁବୁଧି, ଏସ .ଭାସ୍କର ରାଓ, କୃଷ୍ଣ ଚନ୍ଦ୍ର ସାହୁ, ବିନାୟକ ନାୟକ ଓ ସଦାନନ୍ଦ ସେନାପତି ପ୍ରମୁଖ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷର ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଇ ସ୍ୱାସ୍ଥ୍ୟ ସଚେତନତା, ପଦଯାତ୍ରା, ବୃକ୍ଷରୋପଣ, ଵୃଦ୍ଧାଶ୍ରମ ସେବା, ମେଧା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଗରିବ ବ୍ରାହ୍ମଣ ପିଲାଙ୍କୁ ସାମୁହିକ ବ୍ରତୋପନୟନ ଆଦି କାର୍ଯ୍ୟକ୍ରମକୁ ହାତକୁ ନେବାକୁ ସ୍ଥିର ହୋଇଛି।

ମାରୁତି ୱାକର୍ସ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରଯୁକ୍ତିବିଦ୍ୟା ଚାଳିତ, ସମାବେଶୀ ଓ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ

September 27, 2026

ଏସ୍‌ଆଇଆର୍‌ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

September 27, 2026

୯ କୋଟି ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ଆଉ ୪

September 27, 2026

ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ

September 27, 2026

ମହାନଦୀରେ ପୁଣି ବନ୍ୟା: ମୁଣ୍ଡଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ, ୫ ଜିଲ୍ଲାକୁ ସତର୍କତା ଜାରି

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.