ମାରୁନି ନୃତ୍ୟ

ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ର ତୃତୀୟ ସନ୍ଧ୍ୟା ବୁଧବାର ଅପୂର୍ବ ଆଲୋକ ଓ ସାଂସ୍କୃତିକ ରଙ୍ଗରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ମଞ୍ଚର ଆଲୋକ ସଜ୍ଜା, ପାରମ୍ପରିକ ମନ୍ଦିର…