ଆଜିର ଖବର ପାରାଦୀପରେ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ: ୨୭ ନାବିକ ସୁରକ୍ଷିତ ଉଦ୍ଧାର ପାରାଦୀପ: ବଙ୍ଗୋପସାଗରର ଗଭୀର ଜଳରାଶି ମଧ୍ୟରେ ଏକ ବଡ଼ ଧରଣର ସାମୁଦ୍ରିକ ଦୁର୍ଘଟଣା ଟଳିଯାଇଛି। ପାରାଦୀପ ଉପକୂଳଠାରୁ ପ୍ରାୟ ୫୦ ସାମୁଦ୍ରିକ ମାଇଲ୍ ଦୂର ସମୁଦ୍ର ମଧ୍ୟରେ…