ଆଜିର ଖବର ମାଲ୍ ପରିଚାଳନା କ୍ଷେତ୍ରରେ ଭାରତର ପ୍ରମୁଖ ବନ୍ଦର ମଧ୍ୟରେ ଏକ ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର ଭୁବନେଶ୍ଵର: ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୫.୩୮ ଏମଏମଟି ମାଲ୍ ପରିଚାଳନା ଲକ୍ଷ୍ୟ ହାସଲ କରିଛି।…