Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରର କୁନି ପ୍ରତିଭା ଶୁଭ୍ରାଂଶୁଙ୍କୁ ସମ୍ମାନିତ କଲେ ନୟାଗଡ଼ ଜିଲ୍ଲାପାଳ
ଆଜିର ଖବର

ରଣପୁରର କୁନି ପ୍ରତିଭା ଶୁଭ୍ରାଂଶୁଙ୍କୁ ସମ୍ମାନିତ କଲେ ନୟାଗଡ଼ ଜିଲ୍ଲାପାଳ

August 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Nayagarh DM
ରଣପୁରର ପ୍ରତିଭାଶାଳୀ ଶୁଭ୍ରାଂଶୁଙ୍କୁ ସମ୍ମାନିତ କଲେ ନୟାଗଡ଼ ଜିଲ୍ଲାପାଳ

ରଣପୁର: ୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରିବାର ସୁଯୋଗ ପାଇଲେ ରଣପୁରର କୁନି ପ୍ରତିଭା ଶୁଭ୍ରାଂଶୁ ମହାପାତ୍ର। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର କନିଷ୍ଠ ବର୍ଗର ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି, ମାତ୍ର ୩ୟ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ରଣପୁରର ଗୌରବକୁ ଦେଶାତ୍ମବୋଧର ସୁରରେ ସାରା ଜିଲ୍ଲାରେ ପ୍ରତିଧ୍ୱନିତ କରିଛନ୍ତି।

ଶୁଭ୍ରାଂଶୁଙ୍କ ପରିବାର ସାହିତ୍ୟ, ସଙ୍ଗୀତ ଓ ନାଟ୍ୟ ଜଗତରେ ପରିଚିତ। ସେ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ସ୍ୱ. ତ୍ରିନାଥ ମହାପାତ୍ରଙ୍କ ନାତି। ତାଙ୍କ ପିତା ସତ୍ୟନାରାୟଣ ମହାପାତ୍ର (ବୁଢ଼ା ଭାଇନା) – ଓଡିଶା ସଙ୍ଗୀତ ଆକାଶରେ ଖ୍ୟାତିସମ୍ପନ୍ନ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଅଧ୍ୟାପକ। ମା’ ସୁଜାତା ନନ୍ଦ – ଜଣେ ନିଷ୍ଠାବାନ୍ତି ଶିକ୍ଷୟିତ୍ରୀ। ରଣପୁରର ମାଟି, ଐତିହ୍ୟ ଓ ସଂସ୍କୃତିର ସୁଗନ୍ଧ ବହନ କରିଥିବା ଏହି କୁନି ପ୍ରତିଭାର ସଫଳତାର ଖବର ପ୍ରସାର ପାଇବା ସହିତେ, ସ୍ଥାନୀୟ ଲୋକ, ସାହିତ୍ୟିକ, ଶିକ୍ଷାଳୁଭୀ, ସଙ୍ଗୀତ ପ୍ରେମୀ ମହଳରୁ ଅଭିନନ୍ଦନର ଝରି ବହୁଛି। ଶୁଭ୍ରାଂଶୁ – ରଣପୁରର ନୂଆ ପ୍ରେରଣା, ଭବିଷ୍ୟତର ସଙ୍ଗୀତ ଆକାଶର ଉଦିତ ତାରା।

ନୟାଗଡ ଜିଲ୍ଲାପାଳ ରଣପୁର ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026
Latest News

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.