ଆଜିର ଖବର ଦୁଇଟି ଫର୍ଣ୍ଣିଚର ଦୋକାନ ଉପରେ ଭିଜିଲାନସ, ଜଙ୍ଗଲ ବିଭାଗର ମିଳିତ ଚଢାଉ, ଜବତ ହେଲା ଏସବୁ ଜିନିଷ ସମ୍ବଲପୁର, ଆଜି ସକାଳେ ଦୁଇଟି ଫର୍ଣ୍ଣିଚର ଦୋକାନ ଉପରେ ସମ୍ବଲପୁର ଭିଜିଲାନସ ଏବଂ ଜଙ୍ଗଲ ବିଭାଗର ମିଳିତ ଚଢାଉ କରିଛନ୍ତି। ବେଆଇନି ଭାବେ ଏହି ଦୁଇ ଦୋକାନରେ…