ଆଜିର ଖବର ଚିଲିକା ମଝିରେ ଅଟକିଲେ ୨୦ ରୁ ୨୨ ପର୍ଯ୍ୟଟକ: ଖୋଜିବା ଜାରି ରଖିଛି ଦୁଇ ଅଗ୍ନିଶମ ବିଭାଗ ସୀତାରାମ ଅଗ୍ରୱାଲ ଚିଲିକା: ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୨୦ ରୁ ୨୨ ଜଣ ପର୍ଯ୍ୟଟକ ଚିଲିକା ହ୍ରଦରେ ଫସିରହିଥିବା ସୂଚନା ରହିଛି। ସୂଚନା ଅନୁଯାୟୀ,…