ଆଞ୍ଚଳିକ ବାଲୁଗାଁରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୯୩ ୟୁନିଟ ରକ୍ତ ସଂଗ୍ରହ ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଚିଲିକା କୁଳ ସ୍ଥିତ ମା’ କାଳିଜାଇ ଧର୍ମଶାଳାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…