ଅନ୍ତରାଷ୍ଟ୍ରୀୟ ଗର୍ଭପାତ ଉପରେ ଭୁଲ ତଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ କରିବ ୟୁଟ୍ୟୁବ୍, ଖୁବ୍ ଶୀଘ୍ର ହଟିବ ବିଭ୍ରାନ୍ତିକର ଭିଡିଓ ନୂଆଦିଲ୍ଲୀ: ଗର୍ଭପାତ ବିଷୟରେ ମିଥ୍ୟା ସୂଚନା ଦେଉଥିବା ଭିଡିଓଗୁଡିକ ଉପରେ ୟୁଟ୍ୟୁବ୍ ସତର୍କ ଥିବା ପରି ମନେହୁଏ। ଏଭଳି ଭିଡିଓ ଉପରେ କଟକଣା ଲଗାଇବାକୁ ୟୁଟ୍ୟୁବ ପ୍ରସ୍ତୁତି…