ବିଶେଷ ଖବର ମିଲିନ୍ଦ ଦେଓରାଙ୍କ ଇସ୍ତଫା ଦେବାର ସମୟ ନିର୍ଦ୍ଧାରଣ କରିଛନ୍ତି ମୋଦି: ଜୟରାମ ରମେଶ ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ମିଲିନ୍ଦ ଦେଓରା ହେଉଛନ୍ତି ପୂର୍ବତନ…