ଆଜିର ଖବର ଟୀକା ନେଲେ ବି ହେଉଛି କରୋନା, କିନ୍ତୁ ମୃତ୍ୟୁ ହାର କମିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ବର: ଟୀକା ନେଲେ ପରେ କରୋନା ସଂକ୍ରମଣ ହେଉନଥିବା ଭାବିବା ଠିକ ନୁହେଁ। କିନ୍ତୁ ଏଥିରେ ମୃତ୍ୟୁ ହାର କମିବ। ତେଣୁ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା…