ଅନ୍ତରାଷ୍ଟ୍ରୀୟ ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଭାରତ ବିପକ୍ଷରେ ୧୯୫ ରନ ସଂଗ୍ରହ କଲା ଅଷ୍ଟ୍ରେଲିଆ ମେଲବର୍ଣ୍ଣ: ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ଵିତୀୟ ଟେଷ୍ଟ ମ୍ୟାଚ। ଏହି ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ…