ଆଜିର ଖବର ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଭୁବନେଶ୍ୱର: ଆସାମ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ରାଜ୍ୟର ଦୁଇଟି ପ୍ରମୁଖ ଐତିହ୍ୟ ସ୍ଥଳୀ ପରିଦର୍ଶନ କରିଛନ୍ତି। ଓଡ଼ିଆ ସାମ୍ବାଦିକମାନେ ନୂତନ ଭାବେ ୟୁନେସ୍କୋ ବିଶ୍ୱ…