ଆଜିର ଖବର ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଶାରଳା ପୁରସ୍କାର ପାଇଁ ମନୋନିତ ଡ. ସରୋଜିନୀ ସାହୁ ସମ୍ବର୍ଦ୍ଧିତ ଭୁବନେଶ୍ୱର: ସେ ଖୋଲା ମନରେ ଲେଖନ୍ତି। ତାଙ୍କ ଲେଖାର ଆଧାର କଳ୍ପନା ନୁହେଁ, ବରଂ ବାସ୍ତବତା ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମତବ୍ୟକ୍ତ କରିଛନ୍ତି।…