ଆଜିର ଖବର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନୀ ଅନୁଷ୍ଠିତ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଆକ୍ସନ ଏଡ଼ର ମିଳିତ ଉଦ୍ୟମରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନି ଅନୁଷ୍ଠିତ ହୋଇଯାଇଛି।…