ଆଜିର ଖବର କୋହଳ ହେଲା ଯାତ୍ରା କଟକଣା: ଅନଲାଇନରେ ହେବ ନବମ ଏବଂ ଏକାଦଶ ପରୀକ୍ଷା ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ…