ଆଜିର ଖବର ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣ: “ଯୋଗ ଫର ହ୍ୟୁମାନିଟି”କୁ ଥିମ୍ ଭାବେ ଚୟନ ଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର (ଆଇଡିୱାଇ) ଅଷ୍ଟମ ସଂସ୍କରଣ “ଯୋଗ ଫର ହ୍ୟୁମାନିଟି”/ “ମାନବତା ପାଇଁ ଯୋଗ”କୁ ଥିମ୍ (ବିଷୟ) ଭାବରେ ନେଇ ପାଳନ କରାଯିବ। ଆୟୁଷ ମନ୍ତ୍ରଣାଳୟ…