ଆଜିର ଖବର ଏଥର ମଧ୍ୟ ଉଡିଯିବ ରଜ ସଜ ମଉଜ, ଲକଡାଉନ ଖୋଲିଲା ବେଳକୁ ରଜ ଶେଷ ଭୁବନେଶ୍ବର, ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ। କାରଣ ଗୋଟିଏପଟେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ…