ଆଜିର ଖବର ରଣଜୀ ଟ୍ରଫି ଫାଇନାଲ: ମୁମ୍ବାଇ ଅଲ ଆଉଟ, ଇତିହାସ ରଚିବା ପାଇଁ ମଧ୍ୟପ୍ରଦେଶକୁ ୧୦୮ ରନ୍ ଟାର୍ଗେଟ୍ ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୨ ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚରେ ମଧ୍ୟପ୍ରଦେଶ ଦଳ ଇତିହାସ ସୃଷ୍ଟି କରିବାର ଦ୍ୱାରସ୍ଥ ହୋଇଛି। ବାସ୍ତବରେ, ପ୍ରଥମ…