ରଣଜୀ ଟ୍ରଫି

ମୁମ୍ବାଇ: ୨୦୨୬-୨୭ ରଣଜୀ ଟ୍ରଫି ସିଜନ୍‌ର ପ୍ରଥମ ମ୍ୟାଚ୍‌ ପାଇଁ ଘୋଷିତ ମୁମ୍ବାଇ ଦଳରେ ଭାରତୀୟ ଟି-୨୦ ଟିମ୍‌ର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିନାହିଁ।…