ଫଟୋ ଖବର ରଥ ଖଳାରେ ତିନି ରଥର ଚକରେ ସଂଯୋଗ ହେଲା ଅଖ ଆଜି ରଥ ଖଳା ଠାରେ, ତିନି ରଥର ସମସ୍ତ ଚକ ଗୁଡ଼ିକୁ ଅଖ ସହ ସଂଯୋଗ କରାଯାଇ ଡେରା କାମ ସମ୍ପନ୍ନ ହୋଇଛି ।