ଆଜି ରଥ ଖଳା ଠାରେ, ତିନି ରଥର ସମସ୍ତ ଚକ ଗୁଡ଼ିକୁ ଅଖ ସହ ସଂଯୋଗ କରାଯାଇ ଡେରା କାମ ସମ୍ପନ୍ନ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀSeptember 15, 2026