ଆଜିର ଖବର ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଦ୍ୱିତୀୟ ଧୋନି, ଜାଣନ୍ତୁ କାହାକୁ କହିଲେ ସୁରେଶ ରାଇନା ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଆଜି ଏହି ଇଭେଣ୍ଟରେ ରାଉଣ୍ଡ -୧ ମ୍ୟାଚ୍ ଖେଳାଯାଇଛି। ଏଥିରେ ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବିୟା ମଧ୍ୟରେ ଖେଳାଯାଇଛି।…