ଆଜିର ଖବର ଆଜି ତତଲା କଡେଇରେ ଫୁଟୁଛି ଓଡିଶା: ଦିନ ୧୧.୩୦ ସୁଦ୍ଧା ରାଜଧାନୀରେ ସର୍ବାଧିକ ତାପମାତ୍ରା ରେକର୍ଡ ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ତତଲା କଡେଇରେ ଫୁଟୁଛି ଓଡିଶା। ଦିନ ୧୧.୩୦ ସୁଦ୍ଧା କେଉଁ ସହରରେ କେତେ ତାପମାତ୍ରା ଅଛି…