ଆଜିର ଖବର ରାଜସ୍ଥାନର ପରାଜୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୁଣ୍ଡବିନ୍ଧାର କାରଣ, ପ୍ଲେ ଅଫରେ ପହଞ୍ଚିବା ହେଲା କଷ୍ଟସାଧ୍ୟ ଆଇପିଏଲ୍ ୨୦୨୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୪ ର ଶେଷ ଲିଗ୍ ରାଉଣ୍ଡ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ…