ବିଶେଷ ଖବର ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ ଭୁବନେଶ୍ୱର: ବଦଳିଛନ୍ତି ଓଡ଼ିଶାର ରାଜ୍ୟପାଳ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହୋଇଛନ୍ତି ବ୍ରଜମୋହନ ରାମ। ତେବେ ଓଡ଼ିଶା ସହ ୬ଟି ରାଜ୍ୟର ରାଜ୍ୟପାଳ…