ଆଜିର ଖବର ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ମାନବବାଦର ଅଦ୍ଭୁତ ସଂଗମ ତଥା ବିପର୍ଯ୍ୟୟ ସ୍ଥଳରେ ଜୀବନ ରକ୍ଷା ନିମିତ୍ତ ଏକ ଅଭିନବ ଭାରତୀୟ ଉଦ୍ଭାବନ ଭୀଷ୍ମ କ୍ୟୁବ୍ସ। ବିପର୍ଯ୍ୟୟ ସମୟରେ…