ରାଜ୍ୟ ଖବର ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ ଭୁବନେଶ୍ବର: ରାଜ୍ୟର ସରକାରୀ ପରିସଂଖ୍ୟାନ ଓ ଅର୍ଥନୈତିକ ତଥ୍ୟକୁ ସାଧାରଣ ଜନତା, ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…