ଜାତୀୟ ଖବର ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ହୋଇଗଲା ଭୁଲ, ଏବେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ନା ଗୁରୁତ୍ବହୀନ କହିବ ଭୁବନେଶ୍ବର, ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଆଶାଥିଲା ପେଟ୍ରୋଲିୟମ ଆଉ ଇସ୍ପାତ ବିଭାଗ ଯାଉ ପଛେ ରାଜ୍ୟସଭାରେ ବିଜେପି ସଂସଦୀୟ ନେତା ପଦ ମିଳୁ। ହେଲେ ସେଥିରେ ମଧ୍ୟ…