ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

ବାଣପୁର: ବାଣପୁର-ମାଟିର ବରପୁତ୍ର, ଚ଼ିତ୍ରାଚାଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ୪୫ତମ ଶ୍ରାଦ୍ଧୋତ୍ସବ ଚଳିତ ତା୨୪-୦୨-୨୬ରିଖ ମଙ୍ଗଳବାର ଦିବା ୧୦ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ…