ଜାତୀୟ ଖବର ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଓଡିଶା ମାଟି ତଳେ ଥିବା ନୂଆ ଖଣିଜ ପଦାର୍ଥର କରାଯିବ ସର୍ବେକ୍ଷଣ ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ…