ଆଜିର ଖବର ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ ବାଲୁଗାଁ: ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନିଷ୍ଠାପର ତଥା ଦାୟିତ୍ୱସମ୍ପନ୍ନ ଶିକ୍ଷକମାନଙ୍କର ପ୍ରତିବଦ୍ଧତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଆଜି ରାଷ୍ଟ୍ର ନିର୍ମାତା…