ରାୟଗଡ଼ା ଟ୍ରେନ୍‌ ବାତିଲ

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ମାଲିଗୁଡ଼ା–ଛତ୍ରିପୁଟ ଷ୍ଟେସନ ମଧ୍ୟରେ ରେଳପଥରେ ଭୂସ୍ଖଳନ ହେବା ପରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳବାଇ ପକ୍ଷରୁ…