ଆଜିର ଖବର ଅସୀମିତ କଲିଂ ସହିତ ୯୧ ଟଙ୍କା ମୂଲ୍ୟର ରିଚାର୍ଜ ଯୋଜନା ଆରମ୍ଭ କରିଛି ଜିଓ, ମିଳିବ ଡାଟା ନୂଆଦିଲ୍ଲୀ: ଗତ ମାସରେ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ସେମାନଙ୍କ ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ଶୁଳ୍କ ହାର ବୃଦ୍ଧି କରିଥିଲେ। ବର୍ତ୍ତମାନ ସମସ୍ତ ପ୍ରମୁଖ ଟେଲିକମ୍…