ବିଶେଷ ଖବର ‘ମନ୍ କି ବାତ୍’ ଶୁଣିବାକୁ ପସନ୍ଦ କରନ୍ତି ୬୩% ଲୋକ: ଆଇଆଇଏମ୍ସି ସର୍ବେକ୍ଷଣ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଉପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି) ପକ୍ଷରୁ ଏକ ସ୍ୱତନ୍ତ୍ର…